• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Regional > ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୩୬ ଘଂଟା ବୃଦ୍ଧି : ଏମଭି-୨୬ ହିଂସାକାଣ୍ଡ ଘଟଣାରେ ୬ ଗିରଫ
Regional

ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣା ୩୬ ଘଂଟା ବୃଦ୍ଧି : ଏମଭି-୨୬ ହିଂସାକାଣ୍ଡ ଘଟଣାରେ ୬ ଗିରଫ

CliQ INDIA
Last updated: December 14, 2025 9:15 am
CliQ INDIA
Share
1 Min Read
SHARE

ମାଲକାନଗିରି, ୧୩ ଡିସେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାରେ ଇଂଟରନେଟ୍ କଟକଣାକୁ ଆଉ ୩୬ ଘଂଟା ବୃଦ୍ଧି କରିଛି ପ୍ରଶାସନ । ଫଳରେ ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ଇଂଟରନେଟ କଟକଣା ବଳବତର ରହିବ । ଅନ୍ୟପକ୍ଷରେ ଏମଭି-୨୬ ହିଂସାକାଣ୍ଡ ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଏମଭି-୨୬ ଗ୍ରାମରେ ସୋମବାର ଠାରୁ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା(ବିଏନଏସ)ର ଧାରା ୧୬୩କୁ ଆଜି ହଟାଯାଇଛି । ଏଥିସହ ସମ୍ପୃକ୍ତ ଅଂଚଳରେ ବିଦ୍ୟୁତ ଓ ଜଳ ଯୋଗାଣ ସ୍ୱାଭାବିକ୍ ହୋଇଛି । ଏହି ହିଂସାକାଣ୍ଡରେ ଏମଭି-୨୬ ଗ୍ରାମରେ ମୋଟ୍ ୩ କୋଟି ୮୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବାର ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।

ପ୍ରକାଶଥାଉକି, ୭ ଓ ୮ ତାରିଖରେ ଘଟିଥିବା ଏହି ହିଂସାକାଣ୍ଡ ପରେ ଜିଲ୍ଲାରେ ୮ ତାରିଖ ଠାରୁ ଇଂଟରନେଟ୍ ସେବା ବ୍ୟାହତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

ପୁରୁଷ ବର୍ଗର ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅସ୍ତିକ୍ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
‘ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ସଂବିଧାନ ସୁରକ୍ଷାରେ ବାମପନ୍ଥୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ସରକାରୀ ଧନ ହେରାଫେରି-କନ୍ଧମାଳରେ ପୂର୍ବତନ ପିଇଓ ଅକ୍ରୁରା ମାଝୀ 53 ଲକ୍ଷ ଟଙ୍କା ହଡପ କରିବା ଅଭିଯୋଗରେ ଗିରଫ
ରାଜ୍ୟରେ ଆଜି ବି ବର୍ଷିବ – Hindusthan Samachar Odia
ବର୍ଷା-ଅନୁଭବ ପାରିବାରିକ ବିବାଦ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅନୁଭବ

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଓଜିଡବ୍ଲୁ ବିରୁଦ୍ଧରେ ଅଭିଯାନ ଆରମ୍ଭ, ୧୫୦ ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ
Next Article ତିରୁବନନ୍ତପୁରମ ନଗର ନିଗମରେ ବିଜେପି ବିଜୟୀ, ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କେରଳ ରାଜନୀତିରେ ଏକ ମୋଡ଼
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ନିମ୍ନରେ ଆପଣଙ୍କ ଲେଖାଟିକୁ ଓଡ଼ିଆରେ ସଂପୂର୍ଣ୍ଣ ଭାବେ ପୁନର୍ରଚନା କରି ପ୍ରଦାନ କରାଯାଇଛି। ଅର୍ଥ, ଗଠନ ଓ ଅଧିକୃତ ଶୈଳୀକୁ ଅବଚଳ ରଖାଯାଇଛି।
Noida
January 17, 2026
ভাৰতীয় সেনা দিৱস উপলক্ষে মুখ্যমন্ত্রী ৰেখা গুপ্তাই NCC গণৰাজ্য দিৱস শিবিৰ পৰিদৰ্শন — কেডেটসকলৰ বাবে উন্নত সুবিধাৰ আশ্বাস
Noida
January 16, 2026
ସିଇଓଙ୍କ ଦ୍ୱାରା ସଦରପୁର ଗାଁର ପରିଦର୍ଶନ, ବିକାଶ କାର୍ଯ୍ୟ ଦ୍ରୁତ ଭାବେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ
Noida
January 15, 2026
ଦିଲ୍ଲୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀଙ୍କ ଆହ୍ୱାନ: ନଶା-ମୁକ୍ତ କ୍ୟାମ୍ପସ ଜାତୀୟ ଦାୟିତ୍ୱ
Noida
January 14, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?