• English
  • Hindi
  • Punjabi
  • Marathi
  • German
  • Gujarati
  • Urdu
  • Telugu
  • Bengali
  • Kannada
  • Odia
  • Assamese
  • Nepali
  • Spanish
  • French
  • Japanese
  • Arabic
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
Notification
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Home
  • Noida
  • Breaking
  • National
    • New India
  • International
  • Entertainment
  • Crime
  • Business
  • Sports
  • Noida
  • Breaking
  • National
  • International
  • Entertainment
  • Crime
  • Business
  • Sports
CliQ INDIA Sites > CliQ INDIA Odia > Sports > କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା ଜାରୀ
Sports

କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା ଜାରୀ

CliQ INDIA
Last updated: December 6, 2025 7:45 pm
CliQ INDIA
Share
3 Min Read
SHARE

ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) – ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍ ରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌। କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ସାହକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ଚଳାଚଳ ହେବ। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ। କଟକ ରେଳ ଷ୍ଟେସନରୁ ସିଏନ୍ ବିଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଂଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ।

ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍ ରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍ ରୁ ସଟଲ୍ ବସ୍ ସେବା ଜାରୀ ରହିବ। ବାରବାଟୀ ଷ୍ଟାଡିୟମ୍ ରୁ କଟକ ରେଳଷ୍ଟେସନ୍ କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି—ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ। ଏହି ରୁଟ୍ ମଧ୍ୟ ଦେଇ ବସ୍ ଗୁଡିକ ରେଳଷ୍ଟେସନ୍ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ। ରୁଟ୍‌–୦୧: ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା। ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ। ରୁଟ୍‌–୦୨: ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ୱର ରେଳଷ୍ଟେସନ୍‌। ଏହା ସିଏନବିଟି, ଲିଙ୍କ ରୋଡ୍‌, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍ ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ।

ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତମାନ ପରିଚାଳିତ ଆମ ବସ୍ ରୁଟ୍‌?ଗୁଡିକ ମଧ୍ୟ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ। ଏହି ରୁଟ୍ ଗୁଡିକ ସିଏନବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନଗୁଡିକରେ ସହଜରେ ପହଞ୍ଚି ହେବ। ରୁଟ୍ ୧୦: ମନୁ ବିଶ୍ୱବିଦ୍ୟାଳୟ- ଭୁବନେଶ୍ୱର ବିମାନବନ୍ଦର, ରୁଟ୍ ୧୫: ସିଏନବିଟି – ଉତ୍କଳ ହସ୍ପିଟାଲ, ରୁଟ୍ ୧୬: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ – ଭୁବନେଶ୍ୱର ରେଳଷ୍ଟେସନ, ରୁଟ୍ ୧୭: ବାରବାଟୀ ଷ୍ଟାଡିୟମ – ଭୁବନେଶ୍ୱର ବିମାନବନ୍ଦର, ରୁଟ୍ ୧୮: ଜଗତପୁର – ବିଏସଏବିଟି, ବରମୁଣ୍ଡା, ରୁଟ୍ ୧୯: ମହାନଦୀ ବିହାର- ଏମ୍ସ, ରୁଟ୍ ୮୨: ଏସିବି ମେଡିକାଲ- ଭୁବନେଶ୍ୱର ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀମାନଙ୍କୁ ଯାତାୟାତ ସେବା ଜାରୀ ରହିବ ।

କଟକ ଜିଲ୍ଲା ମଧ୍ୟରେ ସଂଯୋଗ ସୁବିଧା ପ୍ରଦାନ କରିବା ପାଇଁ, ରୁଟ୍ ୮୧ (ବାରବାଟୀ ଷ୍ଟାଡିୟମ୍‌?ରୁ ସାଲେପୁର), ରୁଟ୍ ୮୬ (ଚହଟା ଘାଟରୁ କଟକ ରେଳଷ୍ଟେସନ୍‌), ଏବଂ ରୁଟ୍ ୮୮- ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଏସସିବି ମେଡିକାଲ୍‌, ଜୁଡିସିଆଲ୍ ଏକାଡେମୀ, ସିଏନବିଟି ଏବଂ ଦୋଳମୁଣ୍ଡାଇ ମଧ୍ୟ ଦେଇ ଚଳାଚଳ କରିବ। ରିଅଲ୍‌-ଟାଇମ୍ ସେବା ଅପଡେଟ୍ ପାଇଁ ଯାତ୍ରୀମାନଙ୍କୁ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଗୁଡିକୁ ଅନୁସରଣ କରିବାକୁ କ୍ରୁଟ୍ ପକ୍ଷରୁ ସୂଚନା ଜାରୀ କରାଯାଇଛି।

……..,

—————

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

ଏଫେଆଇ ଏଚ୍ ବିଶ୍ୱ ରାକିଂରେ ଭାରତୀୟ ମହିଳା ହକି ଷଷ୍ଠ ସ୍ଥାନରେ ପହଂଚିଲା
କ୍ରୀଡା ପ୍ରତିଯୋଗିତା ପାଇଁ ଆବେଦନ ଗ୍ରହଣ।
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାହାର ହେଲେ ଦ୍ରୁତ ବୋଲର ଗେରାଲ୍ଡ କୋଏଟଜି
ଜାତୀୟ ସ୍ତରରେ ଓଡ଼ିଶା ଖୋ ଖୋ ଦଳର ଦମଦାର ପ୍ରଦର୍ଶନ
ଜାତୀୟ ପୁରୁଷ ବକ୍ସିଂ ଚାମ୍ପିଅନସିପ୍ର ଫାଇନାଲରେ ପ୍ରବେଶ କଲେ ଶିବ ଥାପା, ଅମିତ ପଂଙ୍ଗାଲ ଏବଂ ସାଗର

Sign Up For Daily Newsletter

Be keep up! Get the latest breaking news delivered straight to your inbox.
[mc4wp_form]
By signing up, you agree to our Terms of Use and acknowledge the data practices in our Privacy Policy. You may unsubscribe at any time.
Share This Article
Facebook Whatsapp Whatsapp Telegram Copy Link Print
Share
What do you think?
Love0
Sad0
Happy0
Angry0
Wink0
Previous Article ବଲାଙ୍ଗିରରେ ନୂତନ ଭାବେ ଗଠିତ ୧୯୯ଟି ପୋଲିଂ ଷ୍ଟେସନ ସମ୍ପର୍କରେ ସବିଶେଷ ଆଲୋଚନା
Next Article ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣ ଜାନୁଆରୀରେ ଅନୁଷ୍ଠିତ ହେବ
Leave a Comment Leave a Comment

Leave a Reply Cancel reply

Your email address will not be published. Required fields are marked *

Stay Connected

FacebookLike
XFollow
InstagramFollow
YoutubeSubscribe
- Advertisement -
Ad imageAd image

Latest News

ନିମ୍ନରେ ଆପଣଙ୍କ ଲେଖାଟିକୁ ଓଡ଼ିଆରେ ସଂପୂର୍ଣ୍ଣ ଭାବେ ପୁନର୍ରଚନା କରି ପ୍ରଦାନ କରାଯାଇଛି। ଅର୍ଥ, ଗଠନ ଓ ଅଧିକୃତ ଶୈଳୀକୁ ଅବଚଳ ରଖାଯାଇଛି।
Noida
January 17, 2026
ভাৰতীয় সেনা দিৱস উপলক্ষে মুখ্যমন্ত্রী ৰেখা গুপ্তাই NCC গণৰাজ্য দিৱস শিবিৰ পৰিদৰ্শন — কেডেটসকলৰ বাবে উন্নত সুবিধাৰ আশ্বাস
Noida
January 16, 2026
ସିଇଓଙ୍କ ଦ୍ୱାରା ସଦରପୁର ଗାଁର ପରିଦର୍ଶନ, ବିକାଶ କାର୍ଯ୍ୟ ଦ୍ରୁତ ଭାବେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ
Noida
January 15, 2026
ଦିଲ୍ଲୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀଙ୍କ ଆହ୍ୱାନ: ନଶା-ମୁକ୍ତ କ୍ୟାମ୍ପସ ଜାତୀୟ ଦାୟିତ୍ୱ
Noida
January 14, 2026

//

We are rapidly growing digital news startup that is dedicated to providing reliable, unbiased, and real-time news to our audience.

We are rapidly growing digital news startup that is dedicated to providing reliable, unbiased, and real-time news to our audience.

Sign Up for Our Newsletter

Sign Up for Our Newsletter

Subscribe to our newsletter to get our newest articles instantly!

Follow US

Follow US

© 2025 cliQ India. All Rights Reserved.

CliQ INDIA Odia
  • English – अंग्रेज़ी
  • Hindi – हिंदी
  • Punjabi – ਪੰਜਾਬੀ
  • Marathi – मराठी
  • German – Deutsch
  • Gujarati – ગુજરાતી
  • Urdu – اردو
  • Telugu – తెలుగు
  • Bengali – বাংলা
  • Kannada – ಕನ್ನಡ
  • Odia – ଓଡିଆ
  • Assamese – অসমীয়া
  • Nepali – नेपाली
  • Spanish – Española
  • French – Français
  • Japanese – フランス語
  • Arabic – فرنسي
Welcome Back!

Sign in to your account

Username or Email Address
Password

Lost your password?